हर्षमस्य निवर्त्यैष शोकमस्य ददाति च ।
भयं चास्य करोत्येष मोहयंस्तु मुहुर्मुहुः ॥
३-४१ ॥
harṣamasya nivartyaiṣa śokamasya dadāti ca |
bhayaṃ cāsya karotyeṣa mohayaṃstu muhurmuhuḥ ||
3-41 ||
ଏ (ଶତ୍ରୁ) ତାର ହର୍ଷ ନିବାରଣ କରେ ଓ ତାକୁ ଶୋକ ଦିଏ; ଏ ବାରମ୍ବାର ମୋହିତ କରୁ କରୁ ତାଠାରେ ଭୟ ମଧ୍ୟ ସୃଷ୍ଟି କରେ।