त्वं मानुष्येणोपहतान्तरात्मा विषादमोहाभिभवाद्विसंज्ञः ।
कृपागृहीतः समवेक्ष्य बन्धू- भिप्रपन्नान्मुखमन्तकस्य ॥
२-११ ॥
tvaṃ mānuṣyeṇopahatāntarātmā viṣādamohābhibhavādvisaṃjñaḥ |
kṛpāgṛhītaḥ samavekṣya bandhū- bhiprapannānmukhamantakasya ||
2-11 ||
ତୁମେ — କେବଳ ମନୁଷ୍ୟୋଚିତ ଭାବନାରେ ଉପହତ ଅନ୍ତରାତ୍ମା, ବିଷାଦ ଓ ମୋହର ଅଭିଭବରେ ବିସଂଜ୍ଞ, ମୃତ୍ୟୁର ମୁଖକୁ ପ୍ରାପ୍ତ ବନ୍ଧୁମାନଙ୍କୁ ଦେଖି କୃପାଗୃହୀତ —