कस्माच्चैते न नमेयुर्महात्मन् गरीयसे ब्रह्मणोऽप्यादिकर्त्रे ।
अनन्त देवेश जगन्निवास त्वमक्षरं सदसत्तत्परं यत् ॥
११-३८ ॥
kasmāccaite na nameyurmahātman garīyase brahmaṇo'pyādikartre |
ananta deveśa jagannivāsa tvamakṣaraṃ sadasattatparaṃ yat ||
11-38 ||
ହେ ମହାତ୍ମନ, ବ୍ରହ୍ମାଙ୍କଠାରୁ ମଧ୍ୟ ଆଦିକର୍ତ୍ତା ଓ ଗରୀୟାନ (ଶ୍ରେଷ୍ଠ) ଆପଣଙ୍କୁ ଏମାନେ କାହିଁକି ନମସ୍କାର କରିବେ ନାହିଁ? ହେ ଅନନ୍ତ, ହେ ଦେବେଶ, ହେ ଜଗନ୍ନିବାସ, ଆପଣ ଅକ୍ଷର, ସତ୍-ଅସତ୍, ଓ ଯାହା ସେଥିଠାରୁ ପର, ତାହା।