पापमेवाश्रयेदस्मान् हत्वैतानाततायिनः ।
तस्मान्नार्हा वयं हन्तुं धार्तराष्ट्रान्स्वबान्धवान् ॥
१-३७ ॥
pāpamevāśrayedasmān hatvaitānātatāyinaḥ |
tasmānnārhā vayaṃ hantuṃ dhārtarāṣṭrānsvabāndhavān ||
1-37 ||
ତେଣୁ ବାନ୍ଧବ ଧାର୍ତରାଷ୍ଟ୍ରମାନଙ୍କୁ ବଧ କରିବା ଆମ ନିମନ୍ତେ ଉଚିତ ନୁହେଁ; ହେ ମାଧବ, ଆପଣା ଲୋକଙ୍କୁ ବଧ କରି ଆମେ କିପରି ସୁଖୀ ହେବୁ?