Bhagavad Gītā (Kashmirian recension)· 1.38 / 47

Bhagavad Gītā (Kashmirian recension)1.38

1.38
स्वजनं हि कथं हत्वा सुखिनः स्याम माधव ! । यद्यप्येते न पश्यन्ति लोभोपहतचेतसः ॥ १-३८ ॥
svajanaṃ hi kathaṃ hatvā sukhinaḥ syāma mādhava ! | yadyapyete na paśyanti lobhopahatacetasaḥ || 1-38 ||
— କାରଣ ସ୍ୱଜନ ବଧ କରି କିପରି ; — ଆମେ ସୁଖୀ ହୋଇପାରିବା ; — ହେ ମାଧବ ; — ଯଦିଓ ଏମାନେ ଦେଖୁ ନାହାନ୍ତି ; — ଲୋଭରେ ବିନଷ୍ଟ ବୁଦ୍ଧି ହୋଇ

ଯଦ୍ୟପି ଲୋଭରେ ଅଭିଭୂତ-ଚିତ୍ତ ଏମାନେ କୁଳକ୍ଷୟଜନିତ ଦୋଷ ଓ ମିତ୍ରଦ୍ରୋହଜନିତ ପାପ ଦେଖୁ ନାହାନ୍ତି,