Bhagavad Gītā (Kashmirian recension)1.29
दृष्ट्वेमान्स्वजनान्कृष्ण युयुत्सून्समुपस्थितान् ।
सीदन्ति मम गात्राणि मुखं च परिशुष्यति ॥
१-२९ ॥
dṛṣṭvemānsvajanānkṛṣṇa yuyutsūnsamupasthitān |
sīdanti mama gātrāṇi mukhaṃ ca pariśuṣyati ||
1-29 ||
— ଯୁଦ୍ଧାଭିଳାଷୀ ଏହି ମୋ ସ୍ୱଜନଙ୍କୁ ଦେଖି ; — ହେ କୃଷ୍ଣ ; — ଯୁଦ୍ଧ ନିମନ୍ତେ ଉତ୍ସୁକ, ଏଠାରେ ଉପସ୍ଥିତ ; — ମୋ ଅଙ୍ଗ ଶିଥିଳ ହେଉଛି ; — ଓ ମୋ ମୁଖ ଶୁଖିଯାଉଛି ମୋର ଅଙ୍ଗ ଅବସନ୍ନ ହେଉଅଛି ଓ ମୁଖ ଶୁଖୁଅଛି, ଶରୀରରେ କମ୍ପ ଓ ରୋମାଞ୍ଚ ହେଉଅଛି।