Bhagavad Gītā (Kashmirian recension)1.22
यावदेतान्निरीक्षेऽहं योद्ध्रुकामानवस्थितान् ।
कैर्मया सह योद्धव्यमस्मिन् रणसमुद्यमे ॥
१-२२ ॥
yāvadetānnirīkṣe'haṃ yoddhrukāmānavasthitān |
kairmayā saha yoddhavyamasmin raṇasamudyame ||
1-22 ||
— ଯେପର୍ଯ୍ୟନ୍ତ ମୁଁ ଏମାନଙ୍କୁ ଦେଖିବି ; — ଯୁଦ୍ଧ ଅଭିଳାଷୀମାନଙ୍କୁ ; — ବ୍ୟୂହବଦ୍ଧ ; — ଯେଉଁମାନଙ୍କ ସହ, ମୋ ସହିତ ; — ଯୁଦ୍ଧ କରିବାକୁ ହେବ ; — ଏହି ଯୁଦ୍ଧୋଦ୍ୟମରେ ଏହି ଯୁଦ୍ଧରୂପ ଉଦ୍ୟମରେ ମୋତେ କାହା କାହା ସହିତ ଲଢ଼ିବାକୁ ହେବ — ସେମାନଙ୍କୁ ମୁଁ ଦେଖିବି।