क्व पाणिपादं क्व शिरो यथैक्यं भिन्नदेशगम् ॥६३॥
kva pāṇipādaṃ kva śiro yathaikyaṃ bhinnadeśagam
କେଉଁଠି ହାତ-ପାଦ, କେଉଁଠି ମୁଣ୍ଡ! — ଯେପରି (ଗୋଟିଏ ଶରୀରର) ଏକତ୍ୱ ଭିନ୍ନ ଦେଶ (ସ୍ଥାନ) ଅଧିକାର କରି ମଧ୍ୟ (ରହେ — ସେପରି ପ୍ରଭୁଙ୍କ ଭେଦରେ ଅଭେଦ ବ୍ୟାପକ ଏକତ୍ୱ)।