स्वेच्छातो भावरूपत्वे पराधीना कुतः स्थितिः ॥४२॥
svecchāto bhāvarūpatve parādhīnā kutaḥ sthitiḥ
(ଶିବ) ନିଜ ଇଚ୍ଛାଦ୍ୱାରା ଭାବ (ବସ୍ତୁ)ରୂପ ଗ୍ରହଣ କଲେ, କେଉଁଠୁ ଅନ୍ୟ ଉପରେ ପରାଧୀନ ସ୍ଥିତି (ଆସିବ)?