2.48 अथ साधारणं ज्ञानं तादृक्किंचन पश्यति ॥४८॥ atha sādhāraṇaṃ jñānaṃ tādṛkkiṃcana paśyati atha — ବର୍ତ୍ତମାନ (ଯଦି) ; sādhāraṇam — ସାଧାରଣ, ଅଭେଦ ; jñānam — ଜ୍ଞାନ ; tādṛk — ତାଦୃଶ (ସେପରି) ; kiṃcana — କୌଣସି ; paśyati — ସେ ଦେଖେ ବର୍ତ୍ତମାନ ଯଦି (କୁହ) ସେ ତାଦୃଶ କୌଣସି ସାଧାରଣ (ଅଭେଦ) ଜ୍ଞାନକୁ ଦେଖେ —