भविष्यन्तं वर्तमानं कथं पश्यन्त्यनागतम् ॥४७॥
bhaviṣyantaṃ vartamānaṃ kathaṃ paśyantyanāgatam
(କେବଳ) ବର୍ତ୍ତମାନକୁ ଦେଖୁଥିବା ସେ ଭବିଷ୍ୟତ, ଅନାଗତ (ଯାହା ଆସି ନାହିଁ) କୁ କିପରି ଦେଖେ?