अविभागा कथं सा स्याद्यतः पश्यन्त्यसौ स्मृता ॥४५॥
avibhāgā kathaṃ sā syādyataḥ paśyantyasau smṛtā
— କିନ୍ତୁ ସେ 'ଅବିଭାଗ' (ଅଖଣ୍ଡ) କିପରି ହେବ, ଯେହେତୁ ସେ 'ପଶ୍ୟନ୍ତୀ' (ଦେଖୁଥିବା) ବୋଲି ସ୍ମୃତ (ନାମିତ) — (ଆଉ ଦର୍ଶନ ତ ଦ୍ରଷ୍ଟା-ଦୃଶ୍ୟର ଭେଦ ସୂଚାଏ)?