ते तं भुक्त्वा स्वर्गलोकं विशालं क्षीणे पुण्ये मर्त्यलोकं विशन्ति ।
एवं त्रयीधर्ममनुप्रपन्ना गतागतं कामकामा लभन्त ॥
९-२२ ॥
te taṃ bhuktvā svargalokaṃ viśālaṃ kṣīṇe puṇye martyalokaṃ viśanti |
evaṃ trayīdharmamanuprapannā gatāgataṃ kāmakāmā labhanta ||
9-22 ||
ସେମାନେ ସେହି ବିଶାଳ ସ୍ୱର୍ଗ-ଲୋକ ଭୋଗ କରି, ପୁଣ୍ୟ କ୍ଷୀଣ ହେଲେ ମର୍ତ୍ତ୍ୟ-ଲୋକରେ ପ୍ରବେଶ କରନ୍ତି; ଏହିପରି ତ୍ରୟୀ-ଧର୍ମ ଅନୁସରଣ କରୁଥିବା, କାମନାର କାମୀ (ଲୋକେ) ଗତାଗତ (ଯିବା-ଆସିବା) ପ୍ରାପ୍ତ କରନ୍ତି।