अनन्याश्चिन्तयन्तो मां ये जनाः पर्युपासते ।
तेषां नित्याभियुक्तानां योगक्षेमं वहाम्यहम् ॥
९-२३ ॥
ananyāścintayanto māṃ ye janāḥ paryupāsate |
teṣāṃ nityābhiyuktānāṃ yogakṣemaṃ vahāmyaham ||
9-23 ||
ଯେଉଁ ଜନ ଅନନ୍ୟ ହୋଇ ମୋତେ ଚିନ୍ତା କରୁ କରୁ ପର୍ଯ୍ୟୁପାସନା କରନ୍ତି, ସେହି ନିତ୍ୟ-ଅଭିଯୁକ୍ତମାନଙ୍କ ଯୋଗ-କ୍ଷେମ ମୁଁ ବହନ କରେ।