अहं क्रतुरहं यज्ञः स्वधाहमहमौषधम् ।
मन्त्रोऽहमहमेवाज्यमहमग्निरहं हुतम् ॥
९-१७ ॥
ahaṃ kraturahaṃ yajñaḥ svadhāhamahamauṣadham |
mantro'hamahamevājyamahamagnirahaṃ hutam ||
9-17 ||
ମୁଁ କ୍ରତୁ, ମୁଁ ଯଜ୍ଞ, ମୁଁ ସ୍ୱଧା, ମୁଁ ଔଷଧ; ମୁଁ ମନ୍ତ୍ର, ମୁଁ ହିଁ ଆଜ୍ୟ (ଘୃତ), ମୁଁ ଅଗ୍ନି, ମୁଁ ହୁତ (ଆହୁତି)।