Bhagavad Gītā (Kashmirian recension)· 9.16 / 35

Bhagavad Gītā (Kashmirian recension)9.16

9.16
ज्ञानयज्ञेन चाऽप्यन्ये यजन्तो मामुपासते । एकत्वेन पृथक्त्वेन बहुधा विश्वतोमुखम् ॥ ९-१६ ॥
jñānayajñena cā'pyanye yajanto māmupāsate | ekatvena pṛthaktvena bahudhā viśvatomukham || 9-16 ||
— ଆଉ କେତେକ ଜ୍ଞାନ-ଯଜ୍ଞ ଦ୍ୱାରା ମଧ୍ୟ ; — ଯଜନ କରୁ କରୁ ମୋତେ ଉପାସନା କରନ୍ତି ; — ଏକତ୍ୱରେ, ପୃଥକତ୍ୱରେ ; — ବହୁ ପ୍ରକାରେ, ବିଶ୍ୱତୋମୁଖ ରୂପେ

ଆଉ କେତେକ ଜ୍ଞାନ-ଯଜ୍ଞ ଦ୍ୱାରା ମଧ୍ୟ ଯଜନ କରୁ କରୁ ମୋତେ ଏକତ୍ୱରେ, ପୃଥକତ୍ୱରେ, ବହୁ ପ୍ରକାରେ, ବିଶ୍ୱତୋମୁଖ (ସର୍ବାଭିମୁଖ) ରୂପେ ଉପାସନା କରନ୍ତି।