दैवी ह्येषा गुणमयी मम माया दुरत्यया ।
मामेव ये प्रपद्यन्ते मायामतितरन्ति ते ॥
७-१४ ॥
daivī hyeṣā guṇamayī mama māyā duratyayā |
māmeva ye prapadyante māyāmatitaranti te ||
7-14 ||
କାରଣ ଗୁଣମୟୀ ମୋର ଏହି ଦୈବୀ ମାୟା ଦୁରତ୍ୟୟ (ଅତିକ୍ରମ କରିବାକୁ କଠିନ); ଯେଉଁମାନେ ମୋତେ ହିଁ ଶରଣ ଯାଆନ୍ତି, ସେମାନେ ଏହି ମାୟାକୁ ଅତିକ୍ରମ କରନ୍ତି।