Bhagavad Gītā (Kashmirian recension)6.36
असंशयं महाबाहो मनो दुर्निग्रहं चलम् ।
अभ्यासेन तु कौन्तेय वैराग्येण च गृह्यते ॥
६-३६ ॥
asaṃśayaṃ mahābāho mano durnigrahaṃ calam |
abhyāsena tu kaunteya vairāgyeṇa ca gṛhyate ||
6-36 ||
— ନିଃସନ୍ଦେହ, ହେ ମହାବାହୁ ; — ମନ ଦୁର୍ନିଗ୍ରହ ଓ ଚଞ୍ଚଳ ; — କିନ୍ତୁ ଅଭ୍ୟାସ ଦ୍ୱାରା, ହେ କୌନ୍ତେୟ ; — ଓ ବୈରାଗ୍ୟ ଦ୍ୱାରା ବଶ କରାଯାଏ ହେ ମହାବାହୁ, ନିଃସନ୍ଦେହରେ ମନ ଦୁର୍ନିଗ୍ରହ ଓ ଚଞ୍ଚଳ; କିନ୍ତୁ ହେ କୌନ୍ତେୟ, ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ତାହାକୁ ବଶ କରାଯାଏ।