सुखमात्यन्तिकं यत्तद् बुद्धिग्राह्यमतीन्द्रियम् ।
वेत्ति यत्र न चैवायं स्थितश्चलति तत्त्वतः ॥
६-२२ ॥
sukhamātyantikaṃ yattad buddhigrāhyamatīndriyam |
vetti yatra na caivāyaṃ sthitaścalati tattvataḥ ||
6-22 ||
ଯେଉଁଠାରେ ସେ ବୁଦ୍ଧି-ଗ୍ରାହ୍ୟ ଓ ଅତୀନ୍ଦ୍ରିୟ ସେହି ଆତ୍ୟନ୍ତିକ ସୁଖକୁ ଜାଣେ, ଏବଂ ସେଥିରେ ସ୍ଥିତ ହୋଇ ସେ ତତ୍ତ୍ୱରୁ ବିଚଳିତ ହୁଏ ନାହିଁ;