बहूनि मे व्यतीतानि जन्मानि तव चार्जुन ।
तान्यहं वेद सर्वाणि न त्वं वेत्थ परन्तप ॥
४-५ ॥
bahūni me vyatītāni janmāni tava cārjuna |
tānyahaṃ veda sarvāṇi na tvaṃ vettha parantapa ||
4-5 ||
ହେ ଅର୍ଜୁନ, ମୋର ଓ ତୁମର ବହୁତ ଜନ୍ମ ଅତୀତ ହୋଇଅଛି; ସେସବୁ ମୁଁ ଜାଣେ, କିନ୍ତୁ ହେ ପରନ୍ତପ, ତୁମେ ଜାଣ ନାହିଁ।