अजोऽपि सन्नव्ययात्मा भूतानामीश्वरोऽपि सन् ।
प्रकृतिं स्वामधिष्ठाय सम्भवाम्यात्ममायया ॥
४-६ ॥
ajo'pi sannavyayātmā bhūtānāmīśvaro'pi san |
prakṛtiṃ svāmadhiṣṭhāya sambhavāmyātmamāyayā ||
4-6 ||
ଅଜ ଓ ଅବ୍ୟୟାତ୍ମା ହୋଇ ମଧ୍ୟ, ଭୂତମାନଙ୍କ ଈଶ୍ୱର ହୋଇ ମଧ୍ୟ, ନିଜ ପ୍ରକୃତିକୁ ଅଧିଷ୍ଠାନ କରି ମୁଁ ନିଜ ମାୟାଦ୍ୱାରା ସମ୍ଭୂତ (ଅବତୀର୍ଣ୍ଣ) ହୁଏ।