Bhagavad Gītā (Kashmirian recension)4.38
नहि ज्ञानेन सदृशं पवित्रमिह विद्यते ।
तत्स्वयं योगसंसिद्धः कालेनात्मनि विन्दति ॥
४-३८ ॥
nahi jñānena sadṛśaṃ pavitramiha vidyate |
tatsvayaṃ yogasaṃsiddhaḥ kālenātmani vindati ||
4-38 ||
— ଜ୍ଞାନ ସଦୃଶ କିଛି ନାହିଁ ; — ଏ ଲୋକରେ ତେତିକି ପବିତ୍ର ; — ତାହା କାଳକ୍ରମେ, ଯୋଗରେ ସଂସିଦ୍ଧ ବ୍ୟକ୍ତି ; — ସ୍ୱୟଂ ଆତ୍ମାରେ ପ୍ରାପ୍ତ କରେ ଏ ଲୋକରେ ଜ୍ଞାନ ସଦୃଶ ପବିତ୍ର (ଆଉ କିଛି) ନାହିଁ; ଯୋଗରେ ସଂସିଦ୍ଧ ବ୍ୟକ୍ତି କାଳକ୍ରମେ ତାହା ସ୍ୱୟଂ ଆତ୍ମାରେ ପ୍ରାପ୍ତ କରେ।