श्रद्धावांल्लभते ज्ञानं तत्परः संयतेन्द्रियः ।
ज्ञानं लब्ध्वा परां शान्तिमचिरेणाधिगच्छति ॥
४-३९ ॥
śraddhāvāṃllabhate jñānaṃ tatparaḥ saṃyatendriyaḥ |
jñānaṃ labdhvā parāṃ śāntimacireṇādhigacchati ||
4-39 ||
ତତ୍ପର (ତଦେକନିଷ୍ଠ) ଓ ସଂଯତେନ୍ଦ୍ରିୟ ଶ୍ରଦ୍ଧାବାନ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରେ; ଜ୍ଞାନ ଲାଭ କରି ଶୀଘ୍ର ସେ ପରମ ଶାନ୍ତି ପ୍ରାପ୍ତ କରେ।