ब्रह्मार्पणं ब्रह्महविर्ब्रह्माग्नौ ब्रह्मणा हुतम् ।
ब्रह्मैव तेन गन्तव्यं ब्रह्मकर्मसमाधिना ॥
४-२४ ॥
brahmārpaṇaṃ brahmahavirbrahmāgnau brahmaṇā hutam |
brahmaiva tena gantavyaṃ brahmakarmasamādhinā ||
4-24 ||
ଅର୍ପଣ ବ୍ରହ୍ମ, ହବି (ଆହୁତି) ବ୍ରହ୍ମ, ବ୍ରହ୍ମରୂପୀ ଅଗ୍ନିରେ ବ୍ରହ୍ମଦ୍ୱାରା ହୁତ; ବ୍ରହ୍ମ-କର୍ମ-ସମାଧିରେ ସ୍ଥିତ ତାହାଦ୍ୱାରା ବ୍ରହ୍ମ ହିଁ ପ୍ରାପ୍ତବ୍ୟ।