Bhagavad Gītā (Kashmirian recension)· 3.37 / 48

Bhagavad Gītā (Kashmirian recension)3.37

3.37
काम एष क्रोध एष रजोगुणसमुद्भवः । महाशनो महापाप्मा विद्ध्येनमिह वैरिणम् ॥ ३-३७ ॥
kāma eṣa krodha eṣa rajoguṇasamudbhavaḥ | mahāśano mahāpāpmā viddhyenamiha vairiṇam || 3-37 ||
— ଏ ହିଁ କାମ, ଏ ହିଁ କ୍ରୋଧ ; — ରଜୋଗୁଣରୁ ଉତ୍ପନ୍ନ ; — ମହାଶନ, ମହାପାପୀ ; — ଏହାକୁ ଏ ଲୋକରେ ବୈରୀ ବୋଲି ଜାଣ

ଏ ହିଁ କାମ, ଏ ହିଁ କ୍ରୋଧ, ରଜୋଗୁଣରୁ ଉତ୍ପନ୍ନ, ମହାଶନ (ଅତିଭୋଜୀ) ଓ ମହାପାପୀ; ଏହାକୁ ଏ ଲୋକରେ ବୈରୀ (ଶତ୍ରୁ) ବୋଲି ଜାଣ।