Bhagavad Gītā (Kashmirian recension)3.19
कर्मणैव हि संसिद्धिमास्थिता जनकादयः ।
लोकसंग्रहमेवापि सम्पश्यन्कर्तुमर्हसि ॥
३-१९ ॥
karmaṇaiva hi saṃsiddhimāsthitā janakādayaḥ |
lokasaṃgrahamevāpi sampaśyankartumarhasi ||
3-19 ||
— କର୍ମଦ୍ୱାରା ହିଁ ସଂସିଦ୍ଧି ; — ଜନକ ଆଦି ପ୍ରାପ୍ତ କରିଥିଲେ ; — ଲୋକସଂଗ୍ରହ ଦୃଷ୍ଟିରୁ ମଧ୍ୟ ; — ବିଚାର କରି ତୁମେ କର୍ମ କରିବା ଉଚିତ ଏଣୁ ଅନାସକ୍ତ ହୋଇ ସର୍ବଦା କର୍ତ୍ତବ୍ୟ କର୍ମ କର; କାରଣ ଅନାସକ୍ତ ହୋଇ କର୍ମ କରୁ କରୁ ପୁରୁଷ ପରମ (ତତ୍ତ୍ୱ) ପ୍ରାପ୍ତ କରେ।