Bhagavad Gītā (Kashmirian recension)· 2.51 / 74

Bhagavad Gītā (Kashmirian recension)2.51

2.51
दूरेण ह्यवरं कर्म बुद्धियोगाद्धनञ्जय । बुद्धौ शरणमन्विच्छ कृपणाः फलहेतवः ॥ २-५१ ॥
dūreṇa hyavaraṃ karma buddhiyogāddhanañjaya | buddhau śaraṇamanviccha kṛpaṇāḥ phalahetavaḥ || 2-51 ||
— କାରଣ (ସକାମ) କର୍ମ ବହୁ ନିକୃଷ୍ଟ ; — ବୁଦ୍ଧିଯୋଗ ଅପେକ୍ଷା ; — ହେ ଧନଞ୍ଜୟ ; — ବୁଦ୍ଧିରେ ଶରଣ ଅନ୍ୱେଷଣ କର ; — ଫଳକାମୀମାନେ କୃପଣ (ଦୀନ)

ହେ ଧନଞ୍ଜୟ, ବୁଦ୍ଧିଯୋଗ ଅପେକ୍ଷା (ସକାମ) କର୍ମ ବହୁ ନିକୃଷ୍ଟ; ବୁଦ୍ଧିରେ ଶରଣ ଅନ୍ୱେଷଣ କର; ଫଳକାମୀମାନେ କୃପଣ (ଦୀନ)।