Bhagavad Gītā (Kashmirian recension)2.37
अवाच्यवादांश्च बहून्वदिष्यन्ति तवाहिताः ।
निन्दन्तस्तव सामर्थ्यं ततो दुःखतरं नु किम् ॥
२-३७ ॥
avācyavādāṃśca bahūnvadiṣyanti tavāhitāḥ |
nindantastava sāmarthyaṃ tato duḥkhataraṃ nu kim ||
2-37 ||
— ଏବଂ ଅନେକ ଅବାଚ୍ୟ ବାକ୍ୟ ; — ତୁମ ଶତ୍ରୁମାନେ କହିବେ ; — ତୁମ ସାମର୍ଥ୍ୟକୁ ନିନ୍ଦା କରି ; — ସେଥିଠାରୁ ଅଧିକ ଦୁଃଖଦାୟକ ଆଉ କଅଣ ତୁମର ଶତ୍ରୁମାନେ ତୁମ ସାମର୍ଥ୍ୟକୁ ନିନ୍ଦା କରି ଅନେକ ଅବାଚ୍ୟ ବାକ୍ୟ କହିବେ; ସେଥିଠାରୁ ଅଧିକ ଦୁଃଖଦାୟକ ଆଉ କଅଣ?