देही नित्यमवध्योऽयं देहे सर्वस्य भारत ।
तस्मात्सर्वाणि भूतानि न त्वं शोचितुमर्हसि ॥
२-३१ ॥
dehī nityamavadhyo'yaṃ dehe sarvasya bhārata |
tasmātsarvāṇi bhūtāni na tvaṃ śocitumarhasi ||
2-31 ||
ହେ ଭାରତ, ସବୁ (ପ୍ରାଣୀ)ର ଦେହରେ ଏ ଦେହୀ ସର୍ବଦା ଅବଧ୍ୟ; ଏଣୁ ତୁମେ କୌଣସି ପ୍ରାଣୀ ପାଇଁ ଶୋକ କରିବା ଉଚିତ ନୁହେଁ।