सर्वयोनिषु कौन्तेय मूर्तयः सम्भवन्ति याः ।
तासां ब्रह्म महद्योनिरहं बीजप्रदः पिता ॥
१४-४ ॥
sarvayoniṣu kaunteya mūrtayaḥ sambhavanti yāḥ |
tāsāṃ brahma mahadyonirahaṃ bījapradaḥ pitā ||
14-4 ||
ହେ କୌନ୍ତେୟ, ସମସ୍ତ ଯୋନିରେ ଯେଉଁ ମୂର୍ତ୍ତି (ଶରୀର) ସମ୍ଭବ ହୁଏ, ସେମାନଙ୍କର ମହତ୍ ବ୍ରହ୍ମ ଯୋନି, ଓ ମୁଁ ବୀଜ-ପ୍ରଦ ପିତା।