Bhagavad Gītā (Kashmirian recension)· 12.19 / 20

Bhagavad Gītā (Kashmirian recension)12.19

12.19
तुल्यनिन्दास्तुतिर्मौनी सन्तुष्टो येनकेनचित् । अनिकेतः स्थिरमतिर्भक्तिमान्मे प्रियो नरः ॥ १२-१९ ॥
tulyanindāstutirmaunī santuṣṭo yenakenacit | aniketaḥ sthiramatirbhaktimānme priyo naraḥ || 12-19 ||
— ନିନ୍ଦା ଓ ସ୍ତୁତିରେ ସମାନ, ମୌନୀ ; — ଯାହା-କିଛିରେ ସନ୍ତୁଷ୍ଟ ; — ଅନିକେତ, ସ୍ଥିର-ମତି ; — ଭକ୍ତିମାନ ନର ମୋର ପ୍ରିୟ

ନିନ୍ଦା ଓ ସ୍ତୁତିରେ ସମାନ, ମୌନୀ, ଯାହା-କିଛିରେ ସନ୍ତୁଷ୍ଟ, ଅନିକେତ (ଗୃହ-ରହିତ), ସ୍ଥିର-ମତି, ଭକ୍ତିମାନ — (ସେପରି) ନର ମୋର ପ୍ରିୟ।