Bhagavad Gītā (Kashmirian recension)· 11.19 / 60

Bhagavad Gītā (Kashmirian recension)11.19

11.19
अनादिमध्यान्तमनन्तवीर्य- मनन्तबाहुं शशिसूर्यनेत्रम् । पश्यामि त्वा दीप्तहुताशवक्त्रं स्वतेजसा विश्वमिदं तपन्तम् ॥ ११-१९ ॥
anādimadhyāntamanantavīrya- manantabāhuṃ śaśisūryanetram | paśyāmi tvā dīptahutāśavaktraṃ svatejasā viśvamidaṃ tapantam || 11-19 ||
— ଅନାଦି, ଅମଧ୍ୟ, ଅନନ୍ତ, ଅନନ୍ତ-ବୀର୍ଯ୍ୟ ; — ଅନନ୍ତ-ବାହୁ, ଚନ୍ଦ୍ର ଓ ସୂର୍ଯ୍ୟ-ନେତ୍ର ; — ଦୀପ୍ତ ହୁତାଶ-ମୁଖ ଆପଣଙ୍କୁ ଦେଖୁଅଛି ; — ନିଜ ତେଜ ଦ୍ୱାରା ଏହି ବିଶ୍ୱକୁ ତପ୍ତ କରୁଥିବା

ଅନାଦି, ଅମଧ୍ୟ, ଅନନ୍ତ, ଅନନ୍ତ-ବୀର୍ଯ୍ୟ, ଅନନ୍ତ-ବାହୁ, ଚନ୍ଦ୍ର ଓ ସୂର୍ଯ୍ୟ ଯାହାଙ୍କ ନେତ୍ର, ଦୀପ୍ତ ହୁତାଶ (ଅଗ୍ନି)-ମୁଖ, ନିଜ ତେଜ ଦ୍ୱାରା ଏହି ବିଶ୍ୱକୁ ତପ୍ତ କରୁଥିବା ଆପଣଙ୍କୁ ମୁଁ ଦେଖୁଅଛି।