Bhagavad Gītā (Kashmirian recension)1.40
कुलक्षयकृतं दोषं प्रपश्यद्भिर्जनार्दन ! ।
कुलक्षये प्रणश्यन्ति कुलधर्माः सनातनाः ॥
१-४० ॥
kulakṣayakṛtaṃ doṣaṃ prapaśyadbhirjanārdana ! |
kulakṣaye praṇaśyanti kuladharmāḥ sanātanāḥ ||
1-40 ||
— କୁଳକ୍ଷୟଜନିତ ଅନର୍ଥ ; — ସ୍ପଷ୍ଟ ଦେଖୁଥିବା ଲୋକଙ୍କ ଦ୍ୱାରା ; — ହେ ଜନାର୍ଦନ ; — କୁଳ ବିନାଶରେ ; — ସନାତନ କୁଳଧର୍ମ ବିନଷ୍ଟ ହୁଏ କୁଳକ୍ଷୟ ହେଲେ ସନାତନ କୁଳଧର୍ମ ବିନଷ୍ଟ ହୁଏ; ଧର୍ମ ନଷ୍ଟ ହେଲେ ସମଗ୍ର କୁଳକୁ ଅଧର୍ମ ଅଭିଭୂତ କରେ।