Bhagavad Gītā (Kashmirian recension)· 1.31 / 47

Bhagavad Gītā (Kashmirian recension)1.31

1.31
न च शक्नोम्यवस्थातुं भ्रमतीव च मे मनः । निमित्तानि च पश्यामि विपरीतानि केशव ! ॥ १-३१ ॥
na ca śaknomyavasthātuṃ bhramatīva ca me manaḥ | nimittāni ca paśyāmi viparītāni keśava ! || 1-31 ||
— ମୁଁ ସ୍ଥିର ଭାବେ ଠିଆ ହେବାକୁ ମଧ୍ୟ ଅସମର୍ଥ ; — ଓ ମୋ ମନ ଯେପରି ବୁଲିଯାଉଛି ; — ଓ ମୁଁ ଅପଶକୁନ ଦେଖୁଛି ; — ବିପରୀତ, ପ୍ରତିକୂଳ ; — ହେ କେଶବ

ହେ କେଶବ, ମୁଁ ବିପରୀତ ଲକ୍ଷଣମାନ ଦେଖୁଅଛି ଓ ଯୁଦ୍ଧରେ ଆପଣା ଲୋକଙ୍କୁ ବଧ କରିବାରେ କୌଣସି ମଙ୍ଗଳ ଦେଖୁ ନାହିଁ।