Bhagavad Gītā (Kashmirian recension)1.25
भीष्मद्रोणप्रमुखतः सर्वेषां च महीक्षिताम् ।
उवाच पार्थ पश्यैतान्समवेतान्कुरूनिति ॥
१-२५ ॥
bhīṣmadroṇapramukhataḥ sarveṣāṃ ca mahīkṣitām |
uvāca pārtha paśyaitānsamavetānkurūniti ||
1-25 ||
— ଭୀଷ୍ମ ଓ ଦ୍ରୋଣଙ୍କ ସମ୍ମୁଖରେ ; — ଓ ସମସ୍ତ ଭୂପତିଙ୍କ ; — କହିଲେ ; — ହେ ପୃଥାପୁତ୍ର (ଅର୍ଜୁନ) ; — ଏକତ୍ର ହୋଇଥିବା ଏହି କୁରୁମାନଙ୍କୁ ଦେଖ, ଏପରି ଭୀଷ୍ମ, ଦ୍ରୋଣ ଓ ସମସ୍ତ ରାଜାମାନଙ୍କ ସମ୍ମୁଖରେ ସ୍ଥାପନ କରି ସେ କହିଲେ — ହେ ପାର୍ଥ, ଏକତ୍ର ହୋଇଥିବା ଏହି କୁରୁମାନଙ୍କୁ ଦେଖ।