वह्निर्ज्ञातोऽथवाज्ञातः प्रकाशं जनयेन्न किम् ।
अज्ञातं न सुवर्णं किं तदा किमुपलं भवेत् ॥२॥
vahnirjñāto'thavājñātaḥ prakāśaṃ janayenna kim |
ajñātaṃ na suvarṇaṃ kiṃ tadā kimupalaṃ bhavet
ଅଗ୍ନି, ଜ୍ଞାତ ହେଉ ବା ଅଜ୍ଞାତ, କଣ (ସମାନ ଭାବେ) ପ୍ରକାଶ (ଆଲୋକ) ଜନ୍ମାଏ ନାହିଁ? (ଆଉ) ଅଜ୍ଞାତ ସୁବର୍ଣ୍ଣ (ସୁନା) କଣ ସୁବର୍ଣ୍ଣ ନୁହେଁ? ତେବେ ସେ କଣ (ଅଚିହ୍ନା ବୋଲି) ଉପଳ (ସାଧାରଣ ପଥର) ହୋଇଯିବ?