गीतासु विश्वरूपत्वमत एव प्रदर्शितम् ।
द्वयोरप्यनयोर्युक्तिः पक्षयोर्नोपपद्यते ॥२०॥
gītāsu viśvarūpatvamata eva pradarśitam |
dvayorapyanayoryuktiḥ pakṣayornopapadyate
ଆଉ ସେଥିପାଇଁ ହିଁ ଗୀତାରେ (ଭଗବାନଙ୍କ) ବିଶ୍ୱରୂପତ୍ୱ (ସର୍ବରୂପତା) ପ୍ରଦର୍ଶିତ ହୋଇଅଛି। (ତଥାପି) ଏହି ଦୁଇ ପକ୍ଷ (ବିଚିତ୍ର-ବ୍ରହ୍ମ ଓ ବିଦ୍ୟା-ଅବିଦ୍ୟା ମତ)ର ଯୁକ୍ତି ଉପପନ୍ନ (ସଙ୍ଗତ) ହୁଏ ନାହିଁ।