सामर्थ्यं यदि कल्प्येत तन्नामानन्त्यमेव वा ॥४॥
sāmarthyaṃ yadi kalpyeta tannāmānantyameva vā
ଯଦି (ଶିବଙ୍କ) ସାମର୍ଥ୍ୟ (ତାଙ୍କଠାରୁ ଭିନ୍ନ କିଛି ବୋଲି) କଳ୍ପନା କରାଯାଏ, ତେବେ ନିଶ୍ଚୟ (ଆହୁରି ସାମର୍ଥ୍ୟର) ଆନନ୍ତ୍ୟ (ଅନନ୍ତ ପ୍ରତିଗମନ) ହିଁ ଆସିବ।