1.6 एवं न जातुचित्तस्य वियोगस्त्रितयात्मना ॥६॥ evaṃ na jātucittasya viyogastritayātmanā evam — ଏହିପରି ; na — ନୁହେଁ ; jātucit — କେବେ, କୌଣସି ସମୟରେ ; tasya — ତାଙ୍କର ; viyogaḥ — ବିୟୋଗ, ବିଚ୍ଛେଦ ; tritayātmanā — ତ୍ରୟ (ଶକ୍ତିତ୍ରୟ)-ସ୍ୱରୂପଠାରୁ ଏହିପରି କେବେ ବି ତାଙ୍କର ତ୍ରୟ (ଶକ୍ତିତ୍ରୟ)-ସ୍ୱରୂପଠାରୁ ବିୟୋଗ (ବିଚ୍ଛେଦ) ହୁଏ ନାହିଁ।