आब्रह्म भुवनाल्लोकाः पुनरावर्तिनोऽर्जुन ।
मामुपेत्य तु कौन्तेय पुनर्जन्म न विद्यते ॥
८-१६ ॥
ābrahma bhuvanāllokāḥ punarāvartino'rjuna |
māmupetya tu kaunteya punarjanma na vidyate ||
8-16 ||
ହେ ଅର୍ଜୁନ, ବ୍ରହ୍ମ-ଲୋକ ପର୍ଯ୍ୟନ୍ତ ସମସ୍ତ ଲୋକ ପୁନରାବର୍ତ୍ତୀ (ଫେରି ଆସୁଥିବା); କିନ୍ତୁ ହେ କୌନ୍ତେୟ, ମୋତେ ପ୍ରାପ୍ତ କରିଲେ ପୁନର୍ଜନ୍ମ ହୁଏ ନାହିଁ।