उदाराः सर्व एवैते ज्ञानी त्वात्मैव मे मतः ।
आस्थितः स हि युक्तात्मा मामेवानुत्तमां गतिम् ॥
७-१८ ॥
udārāḥ sarva evaite jñānī tvātmaiva me mataḥ |
āsthitaḥ sa hi yuktātmā māmevānuttamāṃ gatim ||
7-18 ||
ଏସବୁ ସମସ୍ତ ଉଦାର, କିନ୍ତୁ ଜ୍ଞାନୀ ମୋର ଆତ୍ମା ହିଁ ବୋଲି ମୋର ମତ; କାରଣ ସେ ଯୁକ୍ତାତ୍ମା ମୋତେ ହିଁ — ଅନୁତ୍ତମ ଗତି — ଆଶ୍ରୟ କରିଅଛି।