बहूनां जन्मनामन्ते ज्ञानवान् मां प्रपद्यते ।
वासुदेवः सर्वमिति स महात्मा सुदुर्लभः ॥
७-१९ ॥
bahūnāṃ janmanāmante jñānavān māṃ prapadyate |
vāsudevaḥ sarvamiti sa mahātmā sudurlabhaḥ ||
7-19 ||
ଅନେକ ଜନ୍ମର ଅନ୍ତରେ ଜ୍ଞାନବାନ ବ୍ୟକ୍ତି 'ବାସୁଦେବ ହିଁ ସର୍ବ' ବୋଲି (ଜାଣି) ମୋତେ ଶରଣ ଯାଏ; ସେହି ମହାତ୍ମା ଅତି ଦୁର୍ଲଭ।