Bhagavad Gītā (Kashmirian recension)5.16
ज्ञानेन तु तदज्ञानं येषां नाशितमात्मनः ।
तेषामादित्यवज्ज्ञानं प्रकाशयति तत्परम् ॥
५-१६ ॥
jñānena tu tadajñānaṃ yeṣāṃ nāśitamātmanaḥ |
teṣāmādityavajjñānaṃ prakāśayati tatparam ||
5-16 ||
— କିନ୍ତୁ ଜ୍ଞାନଦ୍ୱାରା ସେହି ଅଜ୍ଞାନ ; — ଯେଉଁମାନଙ୍କର, ଆତ୍ମା-ବିଷୟକ, ନାଶ ହୋଇଛି ; — ସେମାନଙ୍କ ଜ୍ଞାନ ସୂର୍ଯ୍ୟ ପରି ; — ସେହି ପର (ତତ୍ତ୍ୱ)କୁ ପ୍ରକାଶ କରେ କିନ୍ତୁ ଜ୍ଞାନଦ୍ୱାରା ଯେଉଁମାନଙ୍କର ସେହି ଆତ୍ମା-ବିଷୟକ ଅଜ୍ଞାନ ନାଶ ହୋଇଛି, ସେମାନଙ୍କ ଜ୍ଞାନ ସୂର୍ଯ୍ୟ ପରି ସେହି ପର (ତତ୍ତ୍ୱ)କୁ ପ୍ରକାଶ କରେ।