Bhagavad Gītā (Kashmirian recension)· 3.5 / 48

Bhagavad Gītā (Kashmirian recension)3.5

3.5
न हि कश्चित्क्षणमपि जातु तिष्ठत्यकर्मकृत् । कार्यते ह्यवशः कर्म सर्वः प्रकृतिजैर्गुणैः ॥ ३-५ ॥
na hi kaścitkṣaṇamapi jātu tiṣṭhatyakarmakṛt | kāryate hyavaśaḥ karma sarvaḥ prakṛtijairguṇaiḥ || 3-5 ||
— କେହି କେବେହେଲେ କ୍ଷଣେକ ମାତ୍ର ମଧ୍ୟ ; — କର୍ମ ନ କରି ରହି ପାରେ ନାହିଁ ; — କାରଣ ଅବଶ ହୋଇ କର୍ମ କରିବାକୁ ବାଧ୍ୟ ; — ସମସ୍ତେ, ପ୍ରକୃତିଜାତ ଗୁଣଦ୍ୱାରା

କେହି କ୍ଷଣେକ ମାତ୍ର ମଧ୍ୟ କେବେହେଲେ କର୍ମ ନ କରି ରହି ପାରେ ନାହିଁ; କାରଣ ସମସ୍ତେ ପ୍ରକୃତିଜାତ ଗୁଣଦ୍ୱାରା ଅବଶ ହୋଇ କର୍ମ କରିବାକୁ ବାଧ୍ୟ ହୁଅନ୍ତି।