न कर्मणामनारम्भान्नैष्कर्म्यं पुरुषोऽश्नुते ।
न च संन्यसनादेव सिद्धिं समधिगच्छति ॥
३-४ ॥
na karmaṇāmanārambhānnaiṣkarmyaṃ puruṣo'śnute |
na ca saṃnyasanādeva siddhiṃ samadhigacchati ||
3-4 ||
କର୍ମର ଅନାରମ୍ଭ (ତ୍ୟାଗ)ଦ୍ୱାରା ମନୁଷ୍ୟ ନୈଷ୍କର୍ମ୍ୟ ପ୍ରାପ୍ତ କରେ ନାହିଁ, କେବଳ ସଂନ୍ୟାସଦ୍ୱାରା ସିଦ୍ଧି ପ୍ରାପ୍ତ କରେ ନାହିଁ।