ये मे मतमिदं नित्यमनुतिष्ठन्ति मानवाः ।
श्रद्धावन्तोऽनसूयन्तो मुच्यन्ते सर्वकर्मभिः ॥
३-३१ ॥
ye me matamidaṃ nityamanutiṣṭhanti mānavāḥ |
śraddhāvanto'nasūyanto mucyante sarvakarmabhiḥ ||
3-31 ||
ଯେଉଁ ମନୁଷ୍ୟମାନେ ଶ୍ରଦ୍ଧାବାନ ଓ ଅନସୂୟ (ଦୋଷଦର୍ଶନରହିତ) ହୋଇ ମୋର ଏହି ମତ ସଦା ଅନୁଷ୍ଠାନ କରନ୍ତି, ସେମାନେ ସମସ୍ତ କର୍ମରୁ ମୁକ୍ତ ହୁଅନ୍ତି।