ये त्वेतदभ्यसूयन्तो नानुवर्तन्ति मे मतम् ।
सर्वज्ञानविमूढांस्तान्विद्धि नष्टानचेतसः ॥
३-३२ ॥
ye tvetadabhyasūyanto nānuvartanti me matam |
sarvajñānavimūḍhāṃstānviddhi naṣṭānacetasaḥ ||
3-32 ||
କିନ୍ତୁ ଯେଉଁମାନେ ଏହି (ମତ) ପ୍ରତି ଅସୂୟା କରି ମୋ ମତ ଅନୁବର୍ତ୍ତନ କରନ୍ତି ନାହିଁ, ସେମାନଙ୍କୁ ସର୍ବଜ୍ଞାନରେ ବିମୂଢ଼, ନଷ୍ଟ ଓ ଅଚେତ ବୋଲି ଜାଣ।