नेहातिक्रमनाशोऽस्ति प्रत्यवायो न विद्यते ।
स्वल्पमप्यस्य धर्मस्य त्रायते महतो भयात् ॥
२-४१ ॥
nehātikramanāśo'sti pratyavāyo na vidyate |
svalpamapyasya dharmasya trāyate mahato bhayāt ||
2-41 ||
ଏ (ପଥ)ରେ ଆରମ୍ଭର ନାଶ ନାହିଁ, ପ୍ରତ୍ୟବାୟ (ବିପରୀତ ଫଳ) ମଧ୍ୟ ନାହିଁ; ଏ ଧର୍ମର ଅଳ୍ପ ମାତ୍ର ମଧ୍ୟ ମହାଭୟରୁ ରକ୍ଷା କରେ।