न तदस्ति पृथिव्यां वा दिवि देवेषु वा पुनः ।
सत्त्वं प्रकृतिजैर्मुक्तं यदेभिः स्यात्त्रिभिर्गुणैः ॥
१८-४० ॥
na tadasti pṛthivyāṃ vā divi deveṣu vā punaḥ |
sattvaṃ prakṛtijairmuktaṃ yadebhiḥ syāttribhirguṇaiḥ ||
18-40 ||
ପୃଥିବୀରେ ବା ପୁନଃ ସ୍ୱର୍ଗରେ ଦେବତାମାନଙ୍କ ମଧ୍ୟରେ ଏପରି କୌଣସି ସତ୍ତ୍ୱ (ବସ୍ତୁ) ନାହିଁ ଯାହା ପ୍ରକୃତିଜ ଏହି ତିନି ଗୁଣରୁ ମୁକ୍ତ ହୋଇପାରେ।