अफलाकांक्षिभिर्यज्ञो विधिदृष्टो य इज्यते ।
यष्टव्यमित्येव मनः समाधाय स सात्त्विकः ॥
१७-११ ॥
aphalākāṃkṣibhiryajño vidhidṛṣṭo ya ijyate |
yaṣṭavyamityeva manaḥ samādhāya sa sāttvikaḥ ||
17-11 ||
ଅଫଳ-ଆକାଂକ୍ଷୀ (ଲୋକ)ମାନଙ୍କ ଦ୍ୱାରା ବିଧି-ଦୃଷ୍ଟ (ଶାସ୍ତ୍ର-ବିହିତ) ଯେଉଁ ଯଜ୍ଞ, 'ଯଜ୍ଞ କରିବାକୁ ହେବ' ବୋଲି ହିଁ ମନ ସମାଧାନ କରି, ଯଜନ କରାଯାଏ — ତାହା ସାତ୍ତ୍ୱିକ।